ଫିରହାଦ୍ପ-ଶ୍ଚିମବଙ୍ଗ ପୌର ଓ ନଗର ଉନ୍ନୟନ ମନ୍ତ୍ରୀ
ସଂଖ୍ୟାଲଘୁ ପ୍ରସଙ୍ଗରେ ବକ୍ତବ୍ୟ ରଖ୍ ବିତର୍କରେ ମନ୍ତ୍ରୀ ଫିରହାଦ୍ https://samajaepaper.in/imageview_34_1912202423523866_4_80_19-12-2024_8_i_1_sf.html କଲକାତା, ୧୮ । ୧୨ -24(ନି.ପ୍ର): ସଂଖ୍ୟାଲଘୁମାନେ ଦିନେ ନା ଦିନେ ସଂଖ୍ୟାଗୁରୁ ଭାବେ ପରିଚିତ ଲାଭ କରିବେ । ଏହି ସମୟ ନିକଟ ହୋଇ ଆସୁଛି ବୋଲି ପଶ୍ଚିମବଙ୍ଗ ପୌର ଓ ନଗର ଉନ୍ନୟନ ମନ୍ତ୍ରୀ ଫିରହାଦ୍ ହାକିମ୍ କହିଛନ୍ତି। ଯାହାକୁ ନେଇ ସଂପ୍ରତି ବିତର୍କ ସୃଷ୍ଟି ହୋଇଛି। ଆଜି (ସୋମବାର) ସର୍ବଭାରତୀୟ ତୃଣମୂଳ କଂଗ୍ରେସର ଅବସ୍ଥାନ କ'ଣ ସେ ବିଷୟରେ ଫିରହାଦ୍ ହାକିମ୍ କହିଥିଲେ ଯେ ଦଳର ଅବସ୍ଥାନ, ଆଦର୍ଶ ସଂପ୍ରତି ବିଭିନ୍ନ ଭାବେ ପ୍ରତିଫଳନ ହୋଇଛି। ଶାନ୍ତି, ଏକତା, ସଂପ୍ରୀତି ରକ୍ଷା ପାଇଁ ତୃଣମୂଳ କଂଗ୍ରେସ ପ୍ରତିଜ୍ଞାବଦ୍ଧ। ପଶ୍ଚିମବଙ୍ଗର ସାମାଜିକ ଭିତ୍ତିଭୂମିକୁ ବିସ୍ମିତ କରିବା ପାଇଁ କେତେକ ଶକ୍ତି ଚେଷ୍ଟା କରୁଛନ୍ତି, କିନ୍ତୁ କୌଣସି ପ୍ରକାରରେ ସମ୍ଭବ ନୁହେଁ । ଫିରହାଦ୍ ହାକିମ୍ଙ୍କ ବକ୍ତବ୍ୟ ଥିଲା ଯେ ତୃଣମୂଳ କଂଗ୍ରେସ ଯେଉଁ ପ୍ରସଙ୍ଗକୁ ସମର୍ଥନ କରେ ନାହିଁ, ତାହା ଅନେକେ ନେତା ସଠିକ୍ ଭାବେ ଜାଣନ୍ତି। ତୃଣମୂଳ କଂଗ୍ରେସର ହୁମାୟୁନ୍ କବିର ସଂପ୍ରତି ଫିରହାଦ୍ ହାକିମ୍ଙ୍କ ଏଭଳି ମନ୍ତବ୍ୟକୁ ବିରୋଧ କରିଛନ୍ତି । ପୂର୍ବତନ ପୁଲିସ ଅଧିକାରୀ ହୁମାୟୁନ୍ କବିର ସ । ମ । ଜି କ ଗ ଣ ମା ଧ୍ୟ ମ ର ପ୍ରକାଶ କରିଛନ୍ତି ଯେ ବର୍ତ୍ତମାନ ପ ରି ସ୍...