Posts

Showing posts from December, 2024

ଫିରହାଦ୍ପ-ଶ୍ଚିମବଙ୍ଗ ପୌର ଓ ନଗର ଉନ୍ନୟନ ମନ୍ତ୍ରୀ

  ସଂଖ୍ୟାଲଘୁ ପ୍ରସଙ୍ଗରେ ବକ୍ତବ୍ୟ ରଖ୍ ବିତର୍କରେ ମନ୍ତ୍ରୀ ଫିରହାଦ୍ https://samajaepaper.in/imageview_34_1912202423523866_4_80_19-12-2024_8_i_1_sf.html କଲକାତା, ୧୮ । ୧୨ -24(ନି.ପ୍ର): ସଂଖ୍ୟାଲଘୁମାନେ ଦିନେ ନା ଦିନେ ସଂଖ୍ୟାଗୁରୁ ଭାବେ ପରିଚିତ ଲାଭ କରିବେ । ଏହି ସମୟ ନିକଟ ହୋଇ ଆସୁଛି ବୋଲି ପଶ୍ଚିମବଙ୍ଗ ପୌର ଓ ନଗର ଉନ୍ନୟନ ମନ୍ତ୍ରୀ ଫିରହାଦ୍ ହାକିମ୍ କହିଛନ୍ତି। ଯାହାକୁ ନେଇ ସଂପ୍ରତି ବିତର୍କ ସୃଷ୍ଟି ହୋଇଛି। ଆଜି (ସୋମବାର) ସର୍ବଭାରତୀୟ ତୃଣମୂଳ କଂଗ୍ରେସର ଅବସ୍ଥାନ କ'ଣ ସେ ବିଷୟରେ ଫିରହାଦ୍ ହାକିମ୍ କହିଥିଲେ ଯେ ଦଳର ଅବସ୍ଥାନ, ଆଦର୍ଶ ସଂପ୍ରତି ବିଭିନ୍ନ ଭାବେ ପ୍ରତିଫଳନ ହୋଇଛି। ଶାନ୍ତି, ଏକତା, ସଂପ୍ରୀତି ରକ୍ଷା ପାଇଁ ତୃଣମୂଳ କଂଗ୍ରେସ ପ୍ରତିଜ୍ଞାବଦ୍ଧ। ପଶ୍ଚିମବଙ୍ଗର ସାମାଜିକ ଭିତ୍ତିଭୂମିକୁ ବିସ୍ମିତ କରିବା ପାଇଁ କେତେକ ଶକ୍ତି ଚେଷ୍ଟା କରୁଛନ୍ତି, କିନ୍ତୁ କୌଣସି ପ୍ରକାରରେ ସମ୍ଭବ ନୁହେଁ । ଫିରହାଦ୍ ହାକିମ୍‌ଙ୍କ ବକ୍ତବ୍ୟ ଥିଲା ଯେ ତୃଣମୂଳ କଂଗ୍ରେସ ଯେଉଁ ପ୍ରସଙ୍ଗକୁ ସମର୍ଥନ କରେ ନାହିଁ, ତାହା ଅନେକେ ନେତା ସଠିକ୍ ଭାବେ ଜାଣନ୍ତି। ତୃଣମୂଳ କଂଗ୍ରେସର ହୁମାୟୁନ୍ କବିର ସଂପ୍ରତି ଫିରହାଦ୍ ହାକିମ୍‌ଙ୍କ ଏଭଳି ମନ୍ତବ୍ୟକୁ ବିରୋଧ କରିଛନ୍ତି । ପୂର୍ବତନ ପୁଲିସ ଅଧିକାରୀ ହୁମାୟୁନ୍ କବିର ସ । ମ । ଜି କ ଗ ଣ ମା ଧ୍ୟ ମ ର ପ୍ରକାଶ କରିଛନ୍ତି ଯେ ବର୍ତ୍ତମାନ ପ ରି ସ୍...

ODISHA Chief Minister Mohan Charan Majhi

  'स्कूल एक मानव निर्मित फैक्ट्री है'- मुख्यमंत्री मोहन चरण माझी केन्दुझऱ: स्कूल एक मानव निर्मित कारखाना है बच्चों के भविष्य के निर्माण के लिए एक मंच, इस स्कूल से छात्र आने वाले दिनों में राज्य और देश का नाम रोशन करेंगे, यह बात मुख्यमंत्री मोहन चरण माझी ने  केन्दुझऱ गढ़ सरस्वती शिशु विद्यामंदिर के वार्षिक उत्सव में भाग लेते हुए कही। सेल ऑडिटोरियम में आयोजित 38वें वार्षिक समारोह में शामिल हुए मुख्यमंत्री ने कहा, मैं सरस्बती शिशु बिद्यामन्दिर की शिक्षण शैली को जानता हूं. मैं सरस्वती बाल मंदिर में शिक्षक था। यहां अनुशासन पर अधिक जोर दिया जाता है. माता-पिता और अभिभावकों के सम्मान पर भी जोर दिया जाता है।  सरस्बती शिशु बिद्यामन्दिर के छात्र शायद ही कभी भटकते हैं। भारतीय परंपराओं का पालन करना और जीवन में आगे बढ़ना ही  सरस्बती शिशु बिद्यामन्दिर की  में शिक्षा की नींव है। ऐसी शिक्षा और सुधार अन्यत्र मिलना आसान नहीं है। मुख्यमंत्री श्री माझी ने कहा कि  सरस्बती शिशु बिद्यामन्दिर के छात्र भाग्यशाली हैं. इसी तरह पीएम योजना में जिले के अधिकांश स्कूलों को बेहतर बनाने का न...