Posts

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର-ରାଜନାଥ ସିଂହ

 ତଳ ସମୁଦ୍ର ତଳୁ ବି ଆକ୍ରମଣକାରୀଙ୍କୁ ଠାବ କରିବୁ: ପ୍ରତିରକ୍ଷା ମନ୍ତ୍ରୀ 27-12-2023 ନୂଆଦିଲ୍ଲୀ: ଆରବ ସାଗରରେ ଦେଇ ବାଣିଜ୍ୟିକ ପଣ୍ୟବାହୀ ଜାହାଜ ଏମଭି କେମ୍ ପ୍ଲୁଟୋ ନ୍ୟୁ ମାଙ୍ଗାଲୋର ବନ୍ଦର ଅଭିମୁଖେ ଆସୁଥିବା ବେଳେ ଯେଉଁମାନେ ଜାହାଜ ଉପରେ ଆକ୍ରମଣ କରିଥିଲେ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଯେଉଁମାନେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିଲେ ସେମାନଙ୍କୁ ସେ ‘ପାତାଳରୁ ମଧ୍ୟ ଖୋଜି ବାହାର କରିବେ’ । ସେ ଆହୁରି କହିଛନ୍ତି ଯେ ଏହି ଘଟଣା ପରେ ଭାରତୀୟ ନୌସେନା ସମୁଦ୍ରରେ ନିରୀକ୍ଷଣ ବଢ଼ାଇଛି । ସମୁଦ୍ର ମଧ୍ୟରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି ଏବଂ ସମୁଦ୍ର ମଧ୍ୟରେ ତଦାରଖ ବଢ଼ାଇଛନ୍ତି । ଯେଉଁମାନେ ସମୁଦ୍ର ତଳୁ ମଧ୍ୟ ଏହି ଆକ୍ରମଣ କରିଛନ୍ତି ସେମାନଙ୍କୁ ଖୋଜି ବାହାର କରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ କେତେକ ଦେଶ ଭାରତର ବିକାଶରେ ଅସନ୍ତୁଷ୍ଟ ଅଛନ୍ତି । ଉଲ୍ଲେଖଯୋଗ୍ୟ, ସାଉଦି ଆରବରୁ ଅଶୋଧିତ ତୈଳ ବୋଝେଇ ପଣ୍ୟବାହୀ ଜାହାଜ ଏମଭି କେମ୍ ପ୍ଲୁଟୋ ନ୍ୟୁ ମାଙ୍ଗାଲୋର ବନ୍ଦର ଅଭିମୁଖେ...

ଫାରୁକ ଅବଦୁଲ୍ଲା

 ପାକିସ୍ତାନ ସହ କଥାବାର୍ତ୍ତା କରାଯାଉ, ନହେଲେ ହେବ ଗାଜା ଭଳି ଅବସ୍ଥା: ଫାରୁକ ଅବଦୁଲା 27-12-2023 ନୂଆଦିଲ୍ଲୀ:26-12- ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନାସନାଲ କନଫରେନ୍ସ ସାଂସଦ ଫାରୁକ ଅବଦୁଲ୍ଲା ପୁଣି ଥରେ ପାକିସ୍ତାନ ପ୍ରସଙ୍ଗ ଉଠାଇଛନ୍ତି । ସେ ଭାରତ ସରକାରଙ୍କୁ ପଡ଼ୋଶୀ ପାକିସ୍ତାନ ସହ କଥା ହେବାକୁ ଅପିଲ କରିଛନ୍ତି । ଏହା ସହ ସେ ଉଭୟ ଦେଶ ମଧ୍ୟରେ ଆଲୋଚନାରେ ଆସୁଥିବା ବିଳମ୍ବକୁ ନେଇ ମଧ୍ୟ କେନ୍ଦ୍ର ଉପରେ ପ୍ରଶ୍ନ ଉଠାଇଛନ୍ତି । ଖାଲି ସେତିକି ନୁହେଁ, ଆମର ଅବସ୍ଥା ମଧ୍ୟ ଗାଜା ଭଳି ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି । ମଙ୍ଗଳବାର ଅବଦୁଲ୍ଲା କହିଛନ୍ତି ‘‘ଅଟଳ ବିହାରୀ ବାଜପେୟୀ ଜୀ କହିଥିଲେ ବନ୍ଧୁ ବଦଳାଯାଇପାରେ । କିନ୍ତୁ ପଡ଼ୋଶୀ ବଦଳାଯାଇପାରିବନି । ଯଦି ଆମେ ଆମର ପଡ଼ୋଶୀଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିବା ତେବେ ଉଭୟ ଉନ୍ନତି କରିବେ । ପିଏମ ମୋଦୀ ମଧ୍ୟ କହିଥିଲେ ଯେ, ଯୁଦ୍ଧ ଏବେ ବିକଳ୍ପ ନୁହେଁ ଏବଂ ମାମଲା କଥାବାର୍ତ୍ତା ଜରିଆରେ ସାମଧାନ ହେବା ଦରକାର ।’’ ସେ ଆହୁରି କହିଛନ୍ତି ‘‘ନୱାଜ ସରିଫ୍ ଭାରତ ସହ କଥା ହେବାକୁ ପ୍ରସ୍ତୁତ । କିନ୍ତୁ ଆମେ କଥାବାର୍ତ୍ତା ପାଇଁ ପ୍ରସ୍ତୁତ ନୋହୁଁ ? ଯଦି ଆମେ କଥାବାର୍ତ୍ତାରେ ସମାଧାନର ରାସ୍ତା ବାହାର କରିବାନାହିଁ ତାହେଲେ ଆମ ଅବସ୍ଥା ମଧ୍ୟ ଗାଜା ଏବଂ ପାଲେଷ୍ଟାଇନ ଭଳି ହୋଇଯିବ ।‘‘ ବଡ଼ କଥା ହେଉଛି ଅବଦୁଲାଙ୍କ ତରଫରୁ ଏହି ବୟାନ ଏ...

ଶ୍ରାଦ୍ଧ ଦିବସ:ପଣ୍ଡିତ ରବିଶଙ୍କର

 ଶ୍ରାଦ୍ଧ ଦିବସ:ପଣ୍ଡିତ ରବିଶଙ୍କର  ଭାରତର ପ୍ରସିଦ୍ଧ ସିତାର ବାଦକ ପଣ୍ଡିତ ରବି ଶଙ୍କର ୧୯୨୦ ମସିହା ଏପ୍ରିଲ୍ ୭ରେ ପଶ୍ଚିମବଙ୍ଗର ଏକ ବଙ୍ଗାଳୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜଣେ ପ୍ରଖ୍ୟାତ ଓକିଲଙ୍କ ପୁଅ ଥିଲେ ସେ । ମାତ୍ର ୧୦ ବର୍ଷ ବୟସରୁ ସେ ପ୍ୟାରିସ୍ ଚାଲିଯାଇଥିଲେ । ସେ ସମୟରେ ତାଙ୍କ ବଡ଼ ଭାଇ ଉଦୟ ଶଙ୍କର ଜଣେ ପ୍ରସିଦ୍ଧ ନର୍ତ୍ତକ ଥିଲେ । ରବି ଶଙ୍କର ନିଜ ଭାଇଙ୍କ ମଣ୍ଡଳୀ ପାଇଁ ସିତାର ବାଦନ କରୁଥିଲେ । ୧୯୩୮ରେ ପଣ୍ଡିତ ରବି ଶଙ୍କର ନିଜ ଗୁରୁ ଆଲ୍ଲାଉଦ୍ଦିନ୍ ଖାନ୍‌ଙ୍କ ତତ୍ତ୍ୱାବଧାନରେ ସିତାର ବାଦନର ଔପଚାରିକ ପ୍ରଶିକ୍ଷଣ ନେଇଥିଲେ । ପ୍ରଶିକ୍ଷଣ ପୂରା କରିବା ପରେ ସେ ୧୯୫୦ ଯାଏ ଅଲ୍ ଇଣ୍ଡିଆ ରେଡିଓରେ ସଂଗୀତ ନିର୍ଦ୍ଦେଶକ ରହିଲେ । ପଣ୍ଡିତଜୀ ୧୯୫୩ରେ ସୋଭିଏତ୍ ସଙ୍ଘରେ ପ୍ରଦର୍ଶନ କଲେ ଏବଂ ପରେ ନିଜର କାର୍ଯ୍ୟକ୍ରମ କରିବାକୁ ମନସ୍ଥ କଲେ । ଏଡିନବର୍ଗ ଫେଷ୍ଟିଭାଲ୍ ଏବଂ ରୟାଲ୍ ଫେଷ୍ଟିଭାଲ୍ ହଲ୍ ଭଳି ପ୍ରମୁଖ କାର୍ଯ୍ୟକ୍ରମରେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ଭାରତ ବାହାରେ ବି ପ୍ରଶଂସାର ପାତ୍ର ହୋଇପାରିଥିଲେ । ଖୁବ୍ କମ୍ ଦିନ ମଧ୍ୟରେ ସିତାର ବାଦନର କୌଶଳ ପାଇଁ ସେ ବିଶ୍ୱସ୍ତରରେ ପ୍ରସିଦ୍ଧ ହୋଇଗଲେ । ଭାରତ, କାନାଡ଼ା, ୟୁରୋପ ଏବଂ ସଂଯୁକ୍ତରାଷ୍ଟ୍ର ଆମେରିକାରେ ଫିଲ୍ମ ଏବଂ ନୃତ୍ୟାତ୍ମକ ସଂଗୀତ ସହ ଜଡ଼ିତ ହୋଇଥିଲେ । ଏହି ପ୍ରସିଦ୍ଧ ସିତାର ବାଦକଙ୍କୁ ଡକ୍ଟରେଟ୍ ସାଙ୍ଗକୁ ବିଶ...

ଧରମବୀର ସିଂ

  8-12-2023 ଲିଭ୍‌-ଇନ୍ ରିଲେସନସିପ୍ ଏକ ମାରାତ୍ମକ ରୋଗ: ବିଜେପି ସାଂସଦ ନୂଆଦିଲ୍ଲ : ଲିଭ୍‌-ଇନ୍ ରିଲେସନଶିପକୁ ଏକ କ୍ଷତିକାରକ ରୋଗ ବୋଲି କହିଛନ୍ତି ବିଜେପି ସାଂସଦ ଧରମବୀର ସିଂ । ଏହାସହ ଏହା ବିରୋଧରେ ଏକ ଆଇନ ଆଣିବା ପାଇଁ ସେ ସଂସଦରେ ଦାବି କରିଛନ୍ତି । ହରିୟାଣାର ଭିବାନୀ-ମହେନ୍ଦ୍ରଗଡ଼ରୁ ସାଂସଦ ଧରମବୀର ସିଂ କହିଛନ୍ତି ଯେ ଲିଭ୍‌ଇନ୍‌-ରିଲେସନଶିପ ପରି ରୋଗକୁ ସମାଜରୁ ଉପାଡ଼ି ଫଙ୍ଗିବା ଦରକାର । ଏହା ବିରୋଧରେ ଆଇନ ଆଣିବା ପାଇଁ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଲୋକସଭାର ଶୂନ୍ୟକାଳରେ ଏହି ମାମଲା ଉଠାଇ ଲିଭ୍‌-ଇନ୍ ରିଲେସନସିପ୍ ଉପରେ ପ୍ରଶ୍ନ ଉଠାଇଛନ୍ତି । ସାଂସଦ କହିଛନ୍ତି ଯେ ପ୍ରେମ ବିବାହରେ ବିଚ୍ଛେଦ ସଂଖ୍ୟା ଅଧିକ ଦେଖିବାକୁ ମିଳୁଛି । ଏଥିପାଇଁ ବିବାହ ପରି ମାମଲାରେ ପୁଅ ଓ ଝିଅଙ୍କ ମାଆ-ବାପାଙ୍କ ମଞ୍ଜୁରୀ ରହିବା ଦରକାର ୟସାଂସଦ କହିଛନ୍ତି, \"ମୁଁ ସଂସଦ ଓ ସରକାରଙ୍କ ସାମନାରେ ଏକ ଗମ୍ଭୀର ପ୍ରସଙ୍ଗ ଉଠାଇବାକୁ ଚାହୁଁଛି । ଭାରତର ସଂସ୍କୃତି ବସୁଧୈବ କୁଟୁମ୍‌ୱକମ୍ ପାଇଁ ବିଶ୍ୱରେ ପରିଚିତ । ଆମ ସାମାଜିକ ଚଳନି ଦୁନିଆର ଅନ୍ୟ ଦେଶଠାରୁ ଭିତ୍ତ ରହିଛି । ସାରା ଦୁନିଆ ହିଁ ଆମ ବିବିଧତାରେ ଏକତା ସଂସ୍କୃତିରେ ପ୍ରଭାବିତ । ସେ କହିଛନ୍ତି ଯେ ଭାରତରେ ବାପା-ମାଆଙ୍କ ସମ୍ମତି ଓ ସମ୍ପର୍କୀୟଙ୍କ ସହମତିରେ ବିବାହକୁ ଗୁରୁତ୍ୱ ଦିଆଯାଉଛି । ସେ କହିଛନ୍ତି ଯେ ବିବାହରେ ପୁଅ ଓ ଝିଅଙ୍କ ସହମତି ବ୍ୟ...

ଅମିତ ଶାହ

  ନେହରୁଙ୍କ ପାଇଁ ପାକିସ୍ତାନ ଅଧିକୃତ କଶ୍ମୀର ସମସ୍ୟା ଉପୁଜିଥିଲା: ଶାହ ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ପ୍ରସଙ୍ଗରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଦାୟୀ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଲୋକସଭାରେ ଜମ୍ମୁ-କଶ୍ମୀର ସଂଶୋଧନ ବିଲ୍ ଓ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ଉପରେ ବିତର୍କ ବେଳେ ଶ୍ରୀ ଶାହ ଏହି କଥା କହିଥିଲେ । ତାଙ୍କର ଏହି ମନ୍ତବ୍ୟକୁ ବିରୋଧ କରି କଂଗ୍ରେସ ସାଂସଦମାନେ କକ୍ଷ ତ୍ୟାଗ କରିଥିଲେ । ଅମିତ ଶାହ କହିଥିଲେ, ପଣ୍ଡିତ ନେହରୁଙ୍କ ପାଇଁ ପାକିସ୍ତାନ ଅଧିକୃତ କଶ୍ମୀର ସମସ୍ୟା ଉପୁଜିଥିଲା । ନହେଲେ ସେହି ଅଂଶ ବି କଶ୍ମୀରର ହୋଇ ରହିଥା’ନ୍ତା । ନେହରୁଜୀ ପିଓକେ ପାଇଁ ଦାୟୀ । ନେହରୁଜୀ କହିଥିଲେ ଯେ ଏହା ଏକ ଭୁଲ୍ ଥିଲା । ଏହା ଭୁଲ୍ ନଥିଲା । ଏହା ଏକ ବଡ଼ ଭୁଲ୍ ଥିଲା । ଫଳରେ ଦେଶ ଏକ ବଡ଼ ଭୂଭାଗ ହରାଇଲା । ତାଙ୍କର ଏହି ମନ୍ତବ୍ୟ ଶୁଣିବା ପରେ କଂଗ୍ରେସ ସାଂସଦମାନେ କକ୍ଷ ତ୍ୟାଗ କରିଥିଲେ । ଏହା ଦେଖି ଶ୍ରୀ ଶାହ କହିଥିଲେ, ବଡ଼ ଭୁଲ୍ କହିଦେବାରୁ ସେମାନେ ରାଗିଗଲେ । ଯଦି ମୁଁ ହିମାଳୟ ଭଳି ଭୁଲ୍ ବୋଲି କହିଥା’ନ୍ତି, ତା’ହେଲେ ସେମାନେ ଇସ୍ତଫା ଦେଇ ଚାଲି ଯାଇଥା’ନ୍ତେ । କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ କହିବାନୁଯାୟୀ, ନେହରୁଙ୍କ ଦୁଇଟି ଭୁଲ୍ ଯୋଗୁ ଜମ୍ମୁ ଓ କଶ୍ମୀର କ୍ଷତିଗ୍ରସ୍ତ ହୋଇଥିଲା । ଗୋଟିଏ ହେଉଛି ଅସ୍ତ୍ରବିରତି ଘୋଷଣା ଓ ଅନ୍ୟଟି...

ଗାନ୍ଧିପରିବାର

  ନୂଆ ନୁହେଁ ରାହୁଲ ଗାନ୍ଧୀଙ୍କର ହିନ୍ଦୁଙ୍କ ବିରୁଦ୍ଧରେ ଘୃଣା https://www.facebook.com/ viswasambadkendraodisha/posts/ pfbid02Nd7x4onJi8gf64Tz31qFsew R7ZvmQp6nREZjmTypq1XeZ2Lw2pGgo 33Eev7fSxgml ଗାନ୍ଧିପରିବାର सिर्फ चुनाव के समय हिन्दू बनता है गाँधी परिवार, राहुल गाँधी मिलने का समय तक नहीं देते’: दिग्विजय सिंह के भाई का अपनी ही पार्टी पर निशाना https://www.aajtak.org.in/ 2021/11/07/44369/ https://samajaepaper.in/ imageview_49_611202122228189_ 4_71_06-11-2021_5_i_1_sf.html इंदिरा और कांग्रेस के वो पाप जो सालों साल छिपे रहे.. https://www.facebook.com/ watch/?v=1513533959020066& extid=WA-UNK-UNK-UNK-

କଂଗ୍ରେସ ନେତାଙ୍କ ମୁସଲମାନ ସପକ୍ଷରେ ବୟାନ

  कांग्रेस नेता रहमान खान का दावा: भारत में मुसलमान अल्पसंख्यक नहीं, वो आगे आकर राष्ट्र निर्माण में करें सहयोग   https://www.amarujala.com/ india-news/senior-congress- leader-rahman-khan-says- muslims-not-minority-in-india? utm_source=rssfeed&utm_ medium=Referral&utm_ campaign=rssfeed