Posts

ରାଜନାଥ

 6-4-2024 ସମାନ ନାଗରିକ ସଂହିତା  Uniform Civil Code ସମାନ ନାଗରିକ ସଂହିତା ଲାଗୁ କରିବା ଆମର ପ୍ରତିବଦ୍ଧତା: ରାଜନାଥ Our commitment is to implement uniform civil code: Rajnath https://news.vskodisha.com/ odia-news-1436/

ଯୋଗୀ ଆଦିତ୍ୟନାଥ

Image
  ଯୋଗୀ ଆଦିତ୍ୟନାଥ    Yogi Adityanath 5-4-24 ରାମ ଆସିଛନ୍ତି, କୃଷ୍ଣ ମଧ୍ୟ ଆସିବେ : ଯୋଗୀ ଆଦିତ୍ୟନାଥ Rama has come, Krishna will also come: Yogi Adityanath https://www.facebook.com/ viswasambadkendraodisha/posts/ pfbid0rSKSdjkNZ2aPEpyY2cjqJtey EmanDVCEk2ZuWryrXq2W1qv6D1p7QE itM3S6bWs8l

ହିମନ୍ତ ବିଶ୍ୱ ଶର୍ମା Himant Biswa Sharma

Image
  ହିମନ୍ତ ବିଶ୍ୱ ଶର୍ମା  Himant Biswa Sharma ଅଧିକାଂଶ ମୁସଲମାନ ଭାଜପାକୁ ଦେବେ ଭୋଟ : ହିମନ୍ତ ବିଶ୍ୱ ଶର୍ମା Most Muslims will vote for BJP: Himant Biswa Sharma https://www.facebook.com/ viswasambadkendraodisha/posts/ pfbid0qoqpn3feUZaVhge9XLT6hWMQ D8FC5X6Pie6d5dV4YjWakz8Qh2D4y8 ENgRsQM889l

ଅରବିନ୍ଦ କେଜିରିଓ୍ବାଲ

Image
7-5-24 କେଜରିଓ୍ବାଲଙ୍କ ବିରୋଧରେ ଏନ୍ ଆଇ ଏ ଯାଞ୍ଚ ସୁପାରିସ https://www.facebook.com/ viswasambadkendraodisha/posts/ pfbid024Bb7Qd1d9Go2D2ZW5xUx3tK uSPhzDqzr8Cfg16eAWnkpmtGzoBJ9B GrnJx2HGrbHl    ସୁପ୍ରିମକୋର୍ଟଙ୍କ ପରାମର୍ଶ- Supreme Court’s advisory କ୍ଷମାପତ୍ର   ଦେବାଲାଗି   କେଜରିଓ୍ବାଲଙ୍କୁ   ସୁପ୍ରିମକୋର୍ଟଙ୍କ   ପରାମର୍ଶ Supreme Court advises Kejriwal to submit apology affidavit https://political-parties- leaders.blogspot.com/2024/03/ blog-post.htm

ଭାରତମାତା ଜୟ କହୁନଥିବା ଶ୍ରୋତାଙ୍କୁ ସଭାଛାଡି ଚାଲିଯିବାକୁ ନିର୍ଦ୍ଦେଶ

Image
  ଭାରତମାତା ଜୟ କହୁନଥିବା ଶ୍ରୋତାଙ୍କୁ ସଭାଛାଡି ଚାଲିଯିବାକୁ ନିର୍ଦ୍ଦେଶ 5-2-2024 https://sambadepaper.com/ imageview_32641_184329_4_71_ 05-02-2024_21_i_1_sf.html

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର-ରାଜନାଥ ସିଂହ

 ତଳ ସମୁଦ୍ର ତଳୁ ବି ଆକ୍ରମଣକାରୀଙ୍କୁ ଠାବ କରିବୁ: ପ୍ରତିରକ୍ଷା ମନ୍ତ୍ରୀ 27-12-2023 ନୂଆଦିଲ୍ଲୀ: ଆରବ ସାଗରରେ ଦେଇ ବାଣିଜ୍ୟିକ ପଣ୍ୟବାହୀ ଜାହାଜ ଏମଭି କେମ୍ ପ୍ଲୁଟୋ ନ୍ୟୁ ମାଙ୍ଗାଲୋର ବନ୍ଦର ଅଭିମୁଖେ ଆସୁଥିବା ବେଳେ ଯେଉଁମାନେ ଜାହାଜ ଉପରେ ଆକ୍ରମଣ କରିଥିଲେ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଯେଉଁମାନେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିଲେ ସେମାନଙ୍କୁ ସେ ‘ପାତାଳରୁ ମଧ୍ୟ ଖୋଜି ବାହାର କରିବେ’ । ସେ ଆହୁରି କହିଛନ୍ତି ଯେ ଏହି ଘଟଣା ପରେ ଭାରତୀୟ ନୌସେନା ସମୁଦ୍ରରେ ନିରୀକ୍ଷଣ ବଢ଼ାଇଛି । ସମୁଦ୍ର ମଧ୍ୟରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି ଏବଂ ସମୁଦ୍ର ମଧ୍ୟରେ ତଦାରଖ ବଢ଼ାଇଛନ୍ତି । ଯେଉଁମାନେ ସମୁଦ୍ର ତଳୁ ମଧ୍ୟ ଏହି ଆକ୍ରମଣ କରିଛନ୍ତି ସେମାନଙ୍କୁ ଖୋଜି ବାହାର କରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ କେତେକ ଦେଶ ଭାରତର ବିକାଶରେ ଅସନ୍ତୁଷ୍ଟ ଅଛନ୍ତି । ଉଲ୍ଲେଖଯୋଗ୍ୟ, ସାଉଦି ଆରବରୁ ଅଶୋଧିତ ତୈଳ ବୋଝେଇ ପଣ୍ୟବାହୀ ଜାହାଜ ଏମଭି କେମ୍ ପ୍ଲୁଟୋ ନ୍ୟୁ ମାଙ୍ଗାଲୋର ବନ୍ଦର ଅଭିମୁଖେ...

ଫାରୁକ ଅବଦୁଲ୍ଲା

 ପାକିସ୍ତାନ ସହ କଥାବାର୍ତ୍ତା କରାଯାଉ, ନହେଲେ ହେବ ଗାଜା ଭଳି ଅବସ୍ଥା: ଫାରୁକ ଅବଦୁଲା 27-12-2023 ନୂଆଦିଲ୍ଲୀ:26-12- ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନାସନାଲ କନଫରେନ୍ସ ସାଂସଦ ଫାରୁକ ଅବଦୁଲ୍ଲା ପୁଣି ଥରେ ପାକିସ୍ତାନ ପ୍ରସଙ୍ଗ ଉଠାଇଛନ୍ତି । ସେ ଭାରତ ସରକାରଙ୍କୁ ପଡ଼ୋଶୀ ପାକିସ୍ତାନ ସହ କଥା ହେବାକୁ ଅପିଲ କରିଛନ୍ତି । ଏହା ସହ ସେ ଉଭୟ ଦେଶ ମଧ୍ୟରେ ଆଲୋଚନାରେ ଆସୁଥିବା ବିଳମ୍ବକୁ ନେଇ ମଧ୍ୟ କେନ୍ଦ୍ର ଉପରେ ପ୍ରଶ୍ନ ଉଠାଇଛନ୍ତି । ଖାଲି ସେତିକି ନୁହେଁ, ଆମର ଅବସ୍ଥା ମଧ୍ୟ ଗାଜା ଭଳି ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି । ମଙ୍ଗଳବାର ଅବଦୁଲ୍ଲା କହିଛନ୍ତି ‘‘ଅଟଳ ବିହାରୀ ବାଜପେୟୀ ଜୀ କହିଥିଲେ ବନ୍ଧୁ ବଦଳାଯାଇପାରେ । କିନ୍ତୁ ପଡ଼ୋଶୀ ବଦଳାଯାଇପାରିବନି । ଯଦି ଆମେ ଆମର ପଡ଼ୋଶୀଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିବା ତେବେ ଉଭୟ ଉନ୍ନତି କରିବେ । ପିଏମ ମୋଦୀ ମଧ୍ୟ କହିଥିଲେ ଯେ, ଯୁଦ୍ଧ ଏବେ ବିକଳ୍ପ ନୁହେଁ ଏବଂ ମାମଲା କଥାବାର୍ତ୍ତା ଜରିଆରେ ସାମଧାନ ହେବା ଦରକାର ।’’ ସେ ଆହୁରି କହିଛନ୍ତି ‘‘ନୱାଜ ସରିଫ୍ ଭାରତ ସହ କଥା ହେବାକୁ ପ୍ରସ୍ତୁତ । କିନ୍ତୁ ଆମେ କଥାବାର୍ତ୍ତା ପାଇଁ ପ୍ରସ୍ତୁତ ନୋହୁଁ ? ଯଦି ଆମେ କଥାବାର୍ତ୍ତାରେ ସମାଧାନର ରାସ୍ତା ବାହାର କରିବାନାହିଁ ତାହେଲେ ଆମ ଅବସ୍ଥା ମଧ୍ୟ ଗାଜା ଏବଂ ପାଲେଷ୍ଟାଇନ ଭଳି ହୋଇଯିବ ।‘‘ ବଡ଼ କଥା ହେଉଛି ଅବଦୁଲାଙ୍କ ତରଫରୁ ଏହି ବୟାନ ଏ...