Posts

ଫିରହାଦ୍ପ-ଶ୍ଚିମବଙ୍ଗ ପୌର ଓ ନଗର ଉନ୍ନୟନ ମନ୍ତ୍ରୀ

  ସଂଖ୍ୟାଲଘୁ ପ୍ରସଙ୍ଗରେ ବକ୍ତବ୍ୟ ରଖ୍ ବିତର୍କରେ ମନ୍ତ୍ରୀ ଫିରହାଦ୍ https://samajaepaper.in/imageview_34_1912202423523866_4_80_19-12-2024_8_i_1_sf.html କଲକାତା, ୧୮ । ୧୨ -24(ନି.ପ୍ର): ସଂଖ୍ୟାଲଘୁମାନେ ଦିନେ ନା ଦିନେ ସଂଖ୍ୟାଗୁରୁ ଭାବେ ପରିଚିତ ଲାଭ କରିବେ । ଏହି ସମୟ ନିକଟ ହୋଇ ଆସୁଛି ବୋଲି ପଶ୍ଚିମବଙ୍ଗ ପୌର ଓ ନଗର ଉନ୍ନୟନ ମନ୍ତ୍ରୀ ଫିରହାଦ୍ ହାକିମ୍ କହିଛନ୍ତି। ଯାହାକୁ ନେଇ ସଂପ୍ରତି ବିତର୍କ ସୃଷ୍ଟି ହୋଇଛି। ଆଜି (ସୋମବାର) ସର୍ବଭାରତୀୟ ତୃଣମୂଳ କଂଗ୍ରେସର ଅବସ୍ଥାନ କ'ଣ ସେ ବିଷୟରେ ଫିରହାଦ୍ ହାକିମ୍ କହିଥିଲେ ଯେ ଦଳର ଅବସ୍ଥାନ, ଆଦର୍ଶ ସଂପ୍ରତି ବିଭିନ୍ନ ଭାବେ ପ୍ରତିଫଳନ ହୋଇଛି। ଶାନ୍ତି, ଏକତା, ସଂପ୍ରୀତି ରକ୍ଷା ପାଇଁ ତୃଣମୂଳ କଂଗ୍ରେସ ପ୍ରତିଜ୍ଞାବଦ୍ଧ। ପଶ୍ଚିମବଙ୍ଗର ସାମାଜିକ ଭିତ୍ତିଭୂମିକୁ ବିସ୍ମିତ କରିବା ପାଇଁ କେତେକ ଶକ୍ତି ଚେଷ୍ଟା କରୁଛନ୍ତି, କିନ୍ତୁ କୌଣସି ପ୍ରକାରରେ ସମ୍ଭବ ନୁହେଁ । ଫିରହାଦ୍ ହାକିମ୍‌ଙ୍କ ବକ୍ତବ୍ୟ ଥିଲା ଯେ ତୃଣମୂଳ କଂଗ୍ରେସ ଯେଉଁ ପ୍ରସଙ୍ଗକୁ ସମର୍ଥନ କରେ ନାହିଁ, ତାହା ଅନେକେ ନେତା ସଠିକ୍ ଭାବେ ଜାଣନ୍ତି। ତୃଣମୂଳ କଂଗ୍ରେସର ହୁମାୟୁନ୍ କବିର ସଂପ୍ରତି ଫିରହାଦ୍ ହାକିମ୍‌ଙ୍କ ଏଭଳି ମନ୍ତବ୍ୟକୁ ବିରୋଧ କରିଛନ୍ତି । ପୂର୍ବତନ ପୁଲିସ ଅଧିକାରୀ ହୁମାୟୁନ୍ କବିର ସ । ମ । ଜି କ ଗ ଣ ମା ଧ୍ୟ ମ ର ପ୍ରକାଶ କରିଛନ୍ତି ଯେ ବର୍ତ୍ତମାନ ପ ରି ସ୍...

ODISHA Chief Minister Mohan Charan Majhi

  'स्कूल एक मानव निर्मित फैक्ट्री है'- मुख्यमंत्री मोहन चरण माझी केन्दुझऱ: स्कूल एक मानव निर्मित कारखाना है बच्चों के भविष्य के निर्माण के लिए एक मंच, इस स्कूल से छात्र आने वाले दिनों में राज्य और देश का नाम रोशन करेंगे, यह बात मुख्यमंत्री मोहन चरण माझी ने  केन्दुझऱ गढ़ सरस्वती शिशु विद्यामंदिर के वार्षिक उत्सव में भाग लेते हुए कही। सेल ऑडिटोरियम में आयोजित 38वें वार्षिक समारोह में शामिल हुए मुख्यमंत्री ने कहा, मैं सरस्बती शिशु बिद्यामन्दिर की शिक्षण शैली को जानता हूं. मैं सरस्वती बाल मंदिर में शिक्षक था। यहां अनुशासन पर अधिक जोर दिया जाता है. माता-पिता और अभिभावकों के सम्मान पर भी जोर दिया जाता है।  सरस्बती शिशु बिद्यामन्दिर के छात्र शायद ही कभी भटकते हैं। भारतीय परंपराओं का पालन करना और जीवन में आगे बढ़ना ही  सरस्बती शिशु बिद्यामन्दिर की  में शिक्षा की नींव है। ऐसी शिक्षा और सुधार अन्यत्र मिलना आसान नहीं है। मुख्यमंत्री श्री माझी ने कहा कि  सरस्बती शिशु बिद्यामन्दिर के छात्र भाग्यशाली हैं. इसी तरह पीएम योजना में जिले के अधिकांश स्कूलों को बेहतर बनाने का न...

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

 8-5-24 ପ୍ରଧାନମନ୍ତ୍ରୀ ରାଜନୀତ ପାଇଁ ଧାର୍ମିକ ବିଭାଜନ ବିପଜ୍ଜନକ    https://www.facebook.com/ viswasambadkendraodisha/posts/ pfbid0XPNfP9KEiab4sAXkEZUy3WN5 VQB5BvuP2QYFNvSV6sCx4sjtdBG7X7 1i5T8RJckl କସାବକୁ ନିର୍ଦ୍ଦୋଷ କହୁଛନ୍ତି କଂଗ୍ରେସ ନେତା https://www.facebook.com/ viswasambadkendraodisha/posts/ pfbid0HBuSn99LWJgDxUGxXPXPgufW c6eAeVcHa9q4CZmSZsud1PFQC7xAcN 1yE5LFSKZZl ପ୍ରଧାନମନ୍ତ୍ରୀ କାହିଁକି ଡରୁଛନ୍ତି ସେହଜାଦା? https://www.facebook.com/ viswasambadkendraodisha/posts/ pfbid03c4W3vHg3ibWJMKkgadj3gNo cQHhcioxpd1G2Nx1zBvW9jsCgATB4Y pvpronkEuwl ବଙ୍ଗଳାରେ ହିନ୍ଦୁମାନେ ସୁରକ୍ଷିତ ନୁହଁନ୍ତି’ https://www.facebook.com/ viswasambadkendraodisha/posts/ pfbid0KpUCpKx65PWWuEztLZ1vatpt 5zMxhYS2sdSN31exE4RoL4Ncqdf7kK rZVoc78BENl 6-4-2024 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି Prime Minister Modi ଆମେ ସରକାର ପ୍ରତ୍ୟେକ ମୁସଲମାନ ପରିବାରକୁ ସୁରକ୍ଷା ଦେଇଛୁ: ମୋଦି Our govt have protected every Muslim family: Modi   https://news.vskodisha.com/ odia-news-1432/ 5-4-24 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ    PM Modi ଆଜିର ଭାରତ ଘରେ...

ରାଜନାଥ

 6-4-2024 ସମାନ ନାଗରିକ ସଂହିତା  Uniform Civil Code ସମାନ ନାଗରିକ ସଂହିତା ଲାଗୁ କରିବା ଆମର ପ୍ରତିବଦ୍ଧତା: ରାଜନାଥ Our commitment is to implement uniform civil code: Rajnath https://news.vskodisha.com/ odia-news-1436/

ଯୋଗୀ ଆଦିତ୍ୟନାଥ

Image
  ଯୋଗୀ ଆଦିତ୍ୟନାଥ    Yogi Adityanath 5-4-24 ରାମ ଆସିଛନ୍ତି, କୃଷ୍ଣ ମଧ୍ୟ ଆସିବେ : ଯୋଗୀ ଆଦିତ୍ୟନାଥ Rama has come, Krishna will also come: Yogi Adityanath https://www.facebook.com/ viswasambadkendraodisha/posts/ pfbid0rSKSdjkNZ2aPEpyY2cjqJtey EmanDVCEk2ZuWryrXq2W1qv6D1p7QE itM3S6bWs8l

ହିମନ୍ତ ବିଶ୍ୱ ଶର୍ମା Himant Biswa Sharma

Image
  ହିମନ୍ତ ବିଶ୍ୱ ଶର୍ମା  Himant Biswa Sharma ଅଧିକାଂଶ ମୁସଲମାନ ଭାଜପାକୁ ଦେବେ ଭୋଟ : ହିମନ୍ତ ବିଶ୍ୱ ଶର୍ମା Most Muslims will vote for BJP: Himant Biswa Sharma https://www.facebook.com/ viswasambadkendraodisha/posts/ pfbid0qoqpn3feUZaVhge9XLT6hWMQ D8FC5X6Pie6d5dV4YjWakz8Qh2D4y8 ENgRsQM889l

ଅରବିନ୍ଦ କେଜିରିଓ୍ବାଲ

Image
7-5-24 କେଜରିଓ୍ବାଲଙ୍କ ବିରୋଧରେ ଏନ୍ ଆଇ ଏ ଯାଞ୍ଚ ସୁପାରିସ https://www.facebook.com/ viswasambadkendraodisha/posts/ pfbid024Bb7Qd1d9Go2D2ZW5xUx3tK uSPhzDqzr8Cfg16eAWnkpmtGzoBJ9B GrnJx2HGrbHl    ସୁପ୍ରିମକୋର୍ଟଙ୍କ ପରାମର୍ଶ- Supreme Court’s advisory କ୍ଷମାପତ୍ର   ଦେବାଲାଗି   କେଜରିଓ୍ବାଲଙ୍କୁ   ସୁପ୍ରିମକୋର୍ଟଙ୍କ   ପରାମର୍ଶ Supreme Court advises Kejriwal to submit apology affidavit https://political-parties- leaders.blogspot.com/2024/03/ blog-post.htm

ଭାରତମାତା ଜୟ କହୁନଥିବା ଶ୍ରୋତାଙ୍କୁ ସଭାଛାଡି ଚାଲିଯିବାକୁ ନିର୍ଦ୍ଦେଶ

Image
  ଭାରତମାତା ଜୟ କହୁନଥିବା ଶ୍ରୋତାଙ୍କୁ ସଭାଛାଡି ଚାଲିଯିବାକୁ ନିର୍ଦ୍ଦେଶ 5-2-2024 https://sambadepaper.com/ imageview_32641_184329_4_71_ 05-02-2024_21_i_1_sf.html

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର-ରାଜନାଥ ସିଂହ

 ତଳ ସମୁଦ୍ର ତଳୁ ବି ଆକ୍ରମଣକାରୀଙ୍କୁ ଠାବ କରିବୁ: ପ୍ରତିରକ୍ଷା ମନ୍ତ୍ରୀ 27-12-2023 ନୂଆଦିଲ୍ଲୀ: ଆରବ ସାଗରରେ ଦେଇ ବାଣିଜ୍ୟିକ ପଣ୍ୟବାହୀ ଜାହାଜ ଏମଭି କେମ୍ ପ୍ଲୁଟୋ ନ୍ୟୁ ମାଙ୍ଗାଲୋର ବନ୍ଦର ଅଭିମୁଖେ ଆସୁଥିବା ବେଳେ ଯେଉଁମାନେ ଜାହାଜ ଉପରେ ଆକ୍ରମଣ କରିଥିଲେ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଯେଉଁମାନେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିଲେ ସେମାନଙ୍କୁ ସେ ‘ପାତାଳରୁ ମଧ୍ୟ ଖୋଜି ବାହାର କରିବେ’ । ସେ ଆହୁରି କହିଛନ୍ତି ଯେ ଏହି ଘଟଣା ପରେ ଭାରତୀୟ ନୌସେନା ସମୁଦ୍ରରେ ନିରୀକ୍ଷଣ ବଢ଼ାଇଛି । ସମୁଦ୍ର ମଧ୍ୟରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି ଏବଂ ସମୁଦ୍ର ମଧ୍ୟରେ ତଦାରଖ ବଢ଼ାଇଛନ୍ତି । ଯେଉଁମାନେ ସମୁଦ୍ର ତଳୁ ମଧ୍ୟ ଏହି ଆକ୍ରମଣ କରିଛନ୍ତି ସେମାନଙ୍କୁ ଖୋଜି ବାହାର କରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ କେତେକ ଦେଶ ଭାରତର ବିକାଶରେ ଅସନ୍ତୁଷ୍ଟ ଅଛନ୍ତି । ଉଲ୍ଲେଖଯୋଗ୍ୟ, ସାଉଦି ଆରବରୁ ଅଶୋଧିତ ତୈଳ ବୋଝେଇ ପଣ୍ୟବାହୀ ଜାହାଜ ଏମଭି କେମ୍ ପ୍ଲୁଟୋ ନ୍ୟୁ ମାଙ୍ଗାଲୋର ବନ୍ଦର ଅଭିମୁଖେ...

ଫାରୁକ ଅବଦୁଲ୍ଲା

 ପାକିସ୍ତାନ ସହ କଥାବାର୍ତ୍ତା କରାଯାଉ, ନହେଲେ ହେବ ଗାଜା ଭଳି ଅବସ୍ଥା: ଫାରୁକ ଅବଦୁଲା 27-12-2023 ନୂଆଦିଲ୍ଲୀ:26-12- ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନାସନାଲ କନଫରେନ୍ସ ସାଂସଦ ଫାରୁକ ଅବଦୁଲ୍ଲା ପୁଣି ଥରେ ପାକିସ୍ତାନ ପ୍ରସଙ୍ଗ ଉଠାଇଛନ୍ତି । ସେ ଭାରତ ସରକାରଙ୍କୁ ପଡ଼ୋଶୀ ପାକିସ୍ତାନ ସହ କଥା ହେବାକୁ ଅପିଲ କରିଛନ୍ତି । ଏହା ସହ ସେ ଉଭୟ ଦେଶ ମଧ୍ୟରେ ଆଲୋଚନାରେ ଆସୁଥିବା ବିଳମ୍ବକୁ ନେଇ ମଧ୍ୟ କେନ୍ଦ୍ର ଉପରେ ପ୍ରଶ୍ନ ଉଠାଇଛନ୍ତି । ଖାଲି ସେତିକି ନୁହେଁ, ଆମର ଅବସ୍ଥା ମଧ୍ୟ ଗାଜା ଭଳି ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି । ମଙ୍ଗଳବାର ଅବଦୁଲ୍ଲା କହିଛନ୍ତି ‘‘ଅଟଳ ବିହାରୀ ବାଜପେୟୀ ଜୀ କହିଥିଲେ ବନ୍ଧୁ ବଦଳାଯାଇପାରେ । କିନ୍ତୁ ପଡ଼ୋଶୀ ବଦଳାଯାଇପାରିବନି । ଯଦି ଆମେ ଆମର ପଡ଼ୋଶୀଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିବା ତେବେ ଉଭୟ ଉନ୍ନତି କରିବେ । ପିଏମ ମୋଦୀ ମଧ୍ୟ କହିଥିଲେ ଯେ, ଯୁଦ୍ଧ ଏବେ ବିକଳ୍ପ ନୁହେଁ ଏବଂ ମାମଲା କଥାବାର୍ତ୍ତା ଜରିଆରେ ସାମଧାନ ହେବା ଦରକାର ।’’ ସେ ଆହୁରି କହିଛନ୍ତି ‘‘ନୱାଜ ସରିଫ୍ ଭାରତ ସହ କଥା ହେବାକୁ ପ୍ରସ୍ତୁତ । କିନ୍ତୁ ଆମେ କଥାବାର୍ତ୍ତା ପାଇଁ ପ୍ରସ୍ତୁତ ନୋହୁଁ ? ଯଦି ଆମେ କଥାବାର୍ତ୍ତାରେ ସମାଧାନର ରାସ୍ତା ବାହାର କରିବାନାହିଁ ତାହେଲେ ଆମ ଅବସ୍ଥା ମଧ୍ୟ ଗାଜା ଏବଂ ପାଲେଷ୍ଟାଇନ ଭଳି ହୋଇଯିବ ।‘‘ ବଡ଼ କଥା ହେଉଛି ଅବଦୁଲାଙ୍କ ତରଫରୁ ଏହି ବୟାନ ଏ...

ଶ୍ରାଦ୍ଧ ଦିବସ:ପଣ୍ଡିତ ରବିଶଙ୍କର

 ଶ୍ରାଦ୍ଧ ଦିବସ:ପଣ୍ଡିତ ରବିଶଙ୍କର  ଭାରତର ପ୍ରସିଦ୍ଧ ସିତାର ବାଦକ ପଣ୍ଡିତ ରବି ଶଙ୍କର ୧୯୨୦ ମସିହା ଏପ୍ରିଲ୍ ୭ରେ ପଶ୍ଚିମବଙ୍ଗର ଏକ ବଙ୍ଗାଳୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜଣେ ପ୍ରଖ୍ୟାତ ଓକିଲଙ୍କ ପୁଅ ଥିଲେ ସେ । ମାତ୍ର ୧୦ ବର୍ଷ ବୟସରୁ ସେ ପ୍ୟାରିସ୍ ଚାଲିଯାଇଥିଲେ । ସେ ସମୟରେ ତାଙ୍କ ବଡ଼ ଭାଇ ଉଦୟ ଶଙ୍କର ଜଣେ ପ୍ରସିଦ୍ଧ ନର୍ତ୍ତକ ଥିଲେ । ରବି ଶଙ୍କର ନିଜ ଭାଇଙ୍କ ମଣ୍ଡଳୀ ପାଇଁ ସିତାର ବାଦନ କରୁଥିଲେ । ୧୯୩୮ରେ ପଣ୍ଡିତ ରବି ଶଙ୍କର ନିଜ ଗୁରୁ ଆଲ୍ଲାଉଦ୍ଦିନ୍ ଖାନ୍‌ଙ୍କ ତତ୍ତ୍ୱାବଧାନରେ ସିତାର ବାଦନର ଔପଚାରିକ ପ୍ରଶିକ୍ଷଣ ନେଇଥିଲେ । ପ୍ରଶିକ୍ଷଣ ପୂରା କରିବା ପରେ ସେ ୧୯୫୦ ଯାଏ ଅଲ୍ ଇଣ୍ଡିଆ ରେଡିଓରେ ସଂଗୀତ ନିର୍ଦ୍ଦେଶକ ରହିଲେ । ପଣ୍ଡିତଜୀ ୧୯୫୩ରେ ସୋଭିଏତ୍ ସଙ୍ଘରେ ପ୍ରଦର୍ଶନ କଲେ ଏବଂ ପରେ ନିଜର କାର୍ଯ୍ୟକ୍ରମ କରିବାକୁ ମନସ୍ଥ କଲେ । ଏଡିନବର୍ଗ ଫେଷ୍ଟିଭାଲ୍ ଏବଂ ରୟାଲ୍ ଫେଷ୍ଟିଭାଲ୍ ହଲ୍ ଭଳି ପ୍ରମୁଖ କାର୍ଯ୍ୟକ୍ରମରେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ଭାରତ ବାହାରେ ବି ପ୍ରଶଂସାର ପାତ୍ର ହୋଇପାରିଥିଲେ । ଖୁବ୍ କମ୍ ଦିନ ମଧ୍ୟରେ ସିତାର ବାଦନର କୌଶଳ ପାଇଁ ସେ ବିଶ୍ୱସ୍ତରରେ ପ୍ରସିଦ୍ଧ ହୋଇଗଲେ । ଭାରତ, କାନାଡ଼ା, ୟୁରୋପ ଏବଂ ସଂଯୁକ୍ତରାଷ୍ଟ୍ର ଆମେରିକାରେ ଫିଲ୍ମ ଏବଂ ନୃତ୍ୟାତ୍ମକ ସଂଗୀତ ସହ ଜଡ଼ିତ ହୋଇଥିଲେ । ଏହି ପ୍ରସିଦ୍ଧ ସିତାର ବାଦକଙ୍କୁ ଡକ୍ଟରେଟ୍ ସାଙ୍ଗକୁ ବିଶ...

ଧରମବୀର ସିଂ

  8-12-2023 ଲିଭ୍‌-ଇନ୍ ରିଲେସନସିପ୍ ଏକ ମାରାତ୍ମକ ରୋଗ: ବିଜେପି ସାଂସଦ ନୂଆଦିଲ୍ଲ : ଲିଭ୍‌-ଇନ୍ ରିଲେସନଶିପକୁ ଏକ କ୍ଷତିକାରକ ରୋଗ ବୋଲି କହିଛନ୍ତି ବିଜେପି ସାଂସଦ ଧରମବୀର ସିଂ । ଏହାସହ ଏହା ବିରୋଧରେ ଏକ ଆଇନ ଆଣିବା ପାଇଁ ସେ ସଂସଦରେ ଦାବି କରିଛନ୍ତି । ହରିୟାଣାର ଭିବାନୀ-ମହେନ୍ଦ୍ରଗଡ଼ରୁ ସାଂସଦ ଧରମବୀର ସିଂ କହିଛନ୍ତି ଯେ ଲିଭ୍‌ଇନ୍‌-ରିଲେସନଶିପ ପରି ରୋଗକୁ ସମାଜରୁ ଉପାଡ଼ି ଫଙ୍ଗିବା ଦରକାର । ଏହା ବିରୋଧରେ ଆଇନ ଆଣିବା ପାଇଁ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଲୋକସଭାର ଶୂନ୍ୟକାଳରେ ଏହି ମାମଲା ଉଠାଇ ଲିଭ୍‌-ଇନ୍ ରିଲେସନସିପ୍ ଉପରେ ପ୍ରଶ୍ନ ଉଠାଇଛନ୍ତି । ସାଂସଦ କହିଛନ୍ତି ଯେ ପ୍ରେମ ବିବାହରେ ବିଚ୍ଛେଦ ସଂଖ୍ୟା ଅଧିକ ଦେଖିବାକୁ ମିଳୁଛି । ଏଥିପାଇଁ ବିବାହ ପରି ମାମଲାରେ ପୁଅ ଓ ଝିଅଙ୍କ ମାଆ-ବାପାଙ୍କ ମଞ୍ଜୁରୀ ରହିବା ଦରକାର ୟସାଂସଦ କହିଛନ୍ତି, \"ମୁଁ ସଂସଦ ଓ ସରକାରଙ୍କ ସାମନାରେ ଏକ ଗମ୍ଭୀର ପ୍ରସଙ୍ଗ ଉଠାଇବାକୁ ଚାହୁଁଛି । ଭାରତର ସଂସ୍କୃତି ବସୁଧୈବ କୁଟୁମ୍‌ୱକମ୍ ପାଇଁ ବିଶ୍ୱରେ ପରିଚିତ । ଆମ ସାମାଜିକ ଚଳନି ଦୁନିଆର ଅନ୍ୟ ଦେଶଠାରୁ ଭିତ୍ତ ରହିଛି । ସାରା ଦୁନିଆ ହିଁ ଆମ ବିବିଧତାରେ ଏକତା ସଂସ୍କୃତିରେ ପ୍ରଭାବିତ । ସେ କହିଛନ୍ତି ଯେ ଭାରତରେ ବାପା-ମାଆଙ୍କ ସମ୍ମତି ଓ ସମ୍ପର୍କୀୟଙ୍କ ସହମତିରେ ବିବାହକୁ ଗୁରୁତ୍ୱ ଦିଆଯାଉଛି । ସେ କହିଛନ୍ତି ଯେ ବିବାହରେ ପୁଅ ଓ ଝିଅଙ୍କ ସହମତି ବ୍ୟ...

ଅମିତ ଶାହ

  ନେହରୁଙ୍କ ପାଇଁ ପାକିସ୍ତାନ ଅଧିକୃତ କଶ୍ମୀର ସମସ୍ୟା ଉପୁଜିଥିଲା: ଶାହ ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ପ୍ରସଙ୍ଗରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଦାୟୀ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଲୋକସଭାରେ ଜମ୍ମୁ-କଶ୍ମୀର ସଂଶୋଧନ ବିଲ୍ ଓ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ଉପରେ ବିତର୍କ ବେଳେ ଶ୍ରୀ ଶାହ ଏହି କଥା କହିଥିଲେ । ତାଙ୍କର ଏହି ମନ୍ତବ୍ୟକୁ ବିରୋଧ କରି କଂଗ୍ରେସ ସାଂସଦମାନେ କକ୍ଷ ତ୍ୟାଗ କରିଥିଲେ । ଅମିତ ଶାହ କହିଥିଲେ, ପଣ୍ଡିତ ନେହରୁଙ୍କ ପାଇଁ ପାକିସ୍ତାନ ଅଧିକୃତ କଶ୍ମୀର ସମସ୍ୟା ଉପୁଜିଥିଲା । ନହେଲେ ସେହି ଅଂଶ ବି କଶ୍ମୀରର ହୋଇ ରହିଥା’ନ୍ତା । ନେହରୁଜୀ ପିଓକେ ପାଇଁ ଦାୟୀ । ନେହରୁଜୀ କହିଥିଲେ ଯେ ଏହା ଏକ ଭୁଲ୍ ଥିଲା । ଏହା ଭୁଲ୍ ନଥିଲା । ଏହା ଏକ ବଡ଼ ଭୁଲ୍ ଥିଲା । ଫଳରେ ଦେଶ ଏକ ବଡ଼ ଭୂଭାଗ ହରାଇଲା । ତାଙ୍କର ଏହି ମନ୍ତବ୍ୟ ଶୁଣିବା ପରେ କଂଗ୍ରେସ ସାଂସଦମାନେ କକ୍ଷ ତ୍ୟାଗ କରିଥିଲେ । ଏହା ଦେଖି ଶ୍ରୀ ଶାହ କହିଥିଲେ, ବଡ଼ ଭୁଲ୍ କହିଦେବାରୁ ସେମାନେ ରାଗିଗଲେ । ଯଦି ମୁଁ ହିମାଳୟ ଭଳି ଭୁଲ୍ ବୋଲି କହିଥା’ନ୍ତି, ତା’ହେଲେ ସେମାନେ ଇସ୍ତଫା ଦେଇ ଚାଲି ଯାଇଥା’ନ୍ତେ । କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ କହିବାନୁଯାୟୀ, ନେହରୁଙ୍କ ଦୁଇଟି ଭୁଲ୍ ଯୋଗୁ ଜମ୍ମୁ ଓ କଶ୍ମୀର କ୍ଷତିଗ୍ରସ୍ତ ହୋଇଥିଲା । ଗୋଟିଏ ହେଉଛି ଅସ୍ତ୍ରବିରତି ଘୋଷଣା ଓ ଅନ୍ୟଟି...

ଗାନ୍ଧିପରିବାର

  ନୂଆ ନୁହେଁ ରାହୁଲ ଗାନ୍ଧୀଙ୍କର ହିନ୍ଦୁଙ୍କ ବିରୁଦ୍ଧରେ ଘୃଣା https://www.facebook.com/ viswasambadkendraodisha/posts/ pfbid02Nd7x4onJi8gf64Tz31qFsew R7ZvmQp6nREZjmTypq1XeZ2Lw2pGgo 33Eev7fSxgml ଗାନ୍ଧିପରିବାର सिर्फ चुनाव के समय हिन्दू बनता है गाँधी परिवार, राहुल गाँधी मिलने का समय तक नहीं देते’: दिग्विजय सिंह के भाई का अपनी ही पार्टी पर निशाना https://www.aajtak.org.in/ 2021/11/07/44369/ https://samajaepaper.in/ imageview_49_611202122228189_ 4_71_06-11-2021_5_i_1_sf.html इंदिरा और कांग्रेस के वो पाप जो सालों साल छिपे रहे.. https://www.facebook.com/ watch/?v=1513533959020066& extid=WA-UNK-UNK-UNK-

କଂଗ୍ରେସ ନେତାଙ୍କ ମୁସଲମାନ ସପକ୍ଷରେ ବୟାନ

  कांग्रेस नेता रहमान खान का दावा: भारत में मुसलमान अल्पसंख्यक नहीं, वो आगे आकर राष्ट्र निर्माण में करें सहयोग   https://www.amarujala.com/ india-news/senior-congress- leader-rahman-khan-says- muslims-not-minority-in-india? utm_source=rssfeed&utm_ medium=Referral&utm_ campaign=rssfeed

କଂଗ୍ରେସର ଦେଶ ବିରୋଧୀ କାଯ୍ୟକଳାପ

   27-12-2024 କଂଗ୍ରେସର ଭାରତ ମାନଚିତ୍ରରୁ ପିଓକେ ଗାଏବ ନୂଆଦିଲ୍ଲୀ, ୨୬/୧୨(ଏଜେନ୍ସି): କର୍ଣାଟକ କଂଗ୍ରେସର ଏକ ପୋଷ୍ଟରରେ ଭାରତ ମାନଚିତ୍ରକୁ ନେଇ ବିବାଦ ଉପୁଜିଛି। ଏହି ମାନଚିତ୍ରରୁ ପିଓକେ (ପାକିସ୍ତାନ ଅଧିକୃତ କାଶ୍ମୀର) ଏବଂ ଅକ୍ସାଇ ଚୀନ୍ ଗାଏବ ହୋଇଥିବା ବିଜେପି ଅଭିଯୋଗ ଆଣିଛି। ମହାତ୍ମା ଗାନ୍ଧୀଙ୍କ ପୋଷ୍ଟର ସହ ଏହି ମାନଚିତ୍ର ଲଗାଯାଇଛି। ମାନଚିତ୍ରରୁ ଭାରତର ବିଭିନ୍ନ ଅଂଶକୁ କଂଗ୍ରେସ କାହିଁକି ହଟାଇଛି ଏବଂ ଏହା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ବୋଲି ବିଜେପି ପ୍ରଶ୍ନ କରିଛି। ବିବାଦ ବଢ଼ିବା ପରେ କଂଗ୍ରେସ ଏହି ପୋଷ୍ଟର ହଟାଇଦେଇଛି। କର୍ଣ୍ଣାଟକର ବେଲଗାଭିରେ ୧୯୨୪ରେ କଂଗ୍ରେସ ଅଧୂବେଶନର ଶତାଦ୍ଦୀ ପାଳନ ଲାଗି ଦଳ ପକ୍ଷରୁ ପୋଷ୍ଟର ଲଗାଯାଇଥିଲା। ଏଥିରେ ଭାରତର ମାନଚିତ୍ର ପ୍ରଦର୍ଶନ କରାଯାଇଥିଲା। ମାନଚିତ୍ରରେ ପିଓକେର ଗିଲ୍‌ଟ ଅଞ୍ଚଳ ଏବଂ ଚୀନ୍ ଅଧ୍ଯକୃତ ଅକ୍ସାଇ ଚୀନ୍ ସ୍ଥାନିତ ହୋଇଥିଲା। ଏହି ଦୁଇଟିଯାକ କ୍ଷେତ୍ର ଜମ୍ମୁ-କାଶ୍ମୀରର ଅବିଚ୍ଛେଦ୍ୟ ଅଙ୍ଗ । ଏହାକୁ ନେଇ ବିଜେପି ଏବଂ ଏହା ନେତୃତ୍ବାଧୀନ ଏନ୍‌ଡିଏ ନେତାମାନେ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି। ବିଜେପି ଏହାର ଏକ୍ସ ହ୍ୟାଣ୍ଡେଲରେ ଲେଖୁଛି, ରାହୁଲ ଗାନ୍ଧୀଙ୍କ ମହୋବତ୍ କୀ ଦୁକାନ ସବୁବେଳେ ଚୀନ୍ ପାଇଁ ଖୋଲା ! ସେମାନେ ଦେଶକୁ ବିଭାଜିତ କରିଦେବେ। ଥରେ ସେମାନେ ଏପରି  କରିସାରିଛନ୍ତି। ସେମାନେ ପୁଣି ଏପରି କରିବେ । କର୍...